ସୁନୀଲଙ୍କ ଓଡ଼ିଶା ଫେରିବା ବାଟ ପରିଷ୍କାର
ଭୁବନେଶ୍ବର: ଡିଜିପି ସୁନୀଲ ବଂଶଲଙ୍କ ପାଇଁ ପରିଷ୍କାର ହେଲା ପଥ । ଓଡ଼ିଶା ଫେରିବାକୁ ସୁନୀଲ ବଂଶଲଙ୍କୁ କେନ୍ଦ୍ର ଦେଲେ ଅନୁମତି । ନବ ନିଯୁକ୍ତ ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟି । ଡିସେମ୍ବର ୩୧ରେ ଶେଷ ହେଉଛି ବର୍ତ୍ତମାନର…