କେଁଉ ଦେଶରେ ଅଧିକ ସୁନ୍ଦରୀ ଜାଣନ୍ତୁ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀଙ୍କ ଦେଶ ହେଉଛି ୟୁକ୍ରେନ. କିନ୍ତୁ ଏବେ ୟୁକ୍ରେନବାସୀ ଜୀବନ ବଞ୍ଚାଇବାକୁ ମାଗୁଛନ୍ତି ସାହାଯ୍ୟ। କିଏ ଦେଶ ଛାଡୁଛନ୍ତି। କିଏ ଖୋଜୁଛନ୍ତି ଆଶ୍ରୟ। ୟୁକ୍ରେନରେ ସ୍ଥିତି ଭୟଙ୍କର। ୟୁକ୍ରେନ୍ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ତେବେ ଆଜି ଆମେ ଆପଣଙ୍କୁ…