Browsing Tag

Suna alanker

୩ କିଲୋ ସୁନା ଅଳଙ୍କାର ସ୍ଥାନାନ୍ତର ବେଳେ ଚଢ଼ାଉ କଲା ଜିଏସ୍‌ଟି ବିଭାଗ, ଟ୍ୟାକ୍ସ ଫାଙ୍କିଥିବା ସନ୍ଦେହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଣିଜ୍ଯକର ଏବଂ ଦ୍ରବ୍ଯ ଓ ସେବାକର ଏନଫୋର୍ସମେଣ୍ଟ ୟୁନିଟ୍ ବ୍ରହ୍ମପୁର  ପକ୍ଷରୁ ସୁନା ଅଳଙ୍କାର ଦୋକାନ ଉପରେ ଚଢାଉ ହୋଇଛି। ବ୍ଯବସାୟୀମାନେ କିପରି ବ୍ଯବସାୟ କରୁଛନ୍ତି ଏବଂ ଟ୍ଯାକ୍ସ୍ ଫାଙ୍କିଛନ୍ତି କି ନାହିଁ ସେ ନେଇ ବିଭାଗ ପକ୍ଷରୁ ସୁନା ଅଳଙ୍କାର ଦୋକାନ ଉପରେ…