ସମ୍ ସିଏଚ୍ଆର୍ –ବନ୍ଧ୍ୟାଦୋଷ ସମସ୍ୟା ଥିବା ଦମ୍ପତିଙ୍କର ଆଶାର କେନ୍ଦ୍ର
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବନ୍ଧ୍ୟାଦୋଷ ସମସ୍ୟା ଥିବା ଦମ୍ପତିଙ୍କର ଆଶାର କେନ୍ଦ୍ର ପାଲଟିଛି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପରିଚାଳିତ ଇନ୍ଫର୍ଟିଲିଟି ଆଣ୍ଡ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍) କେନ୍ଦ୍ର ସେଂଟର ଫର୍ ହ୍ୟୁମାନ୍…