ଶାସ୍ତ୍ର ଅନୁସାରେ ଏଭଳି ପିତାମାତା ସନ୍ତାନମାନଙ୍କ ପାଇଁ ଶତ୍ରୁ ସଦୃଶ ହୋଇଥାଆନ୍ତି
ଯେତେବେଳେ ଶିଶୁ ଟିଏ ଜନ୍ମ ନେଇଥାଏ ସେ ଗୋଟିଏ ମାଟି ପିଣ୍ଡୁଳା ଭଳି ଥାଏ । ଏବଂ ପିତାମାତା ତାର ପ୍ରଥମ ଗୁରୁ ଥାଆନ୍ତି । ଯେଭଳି ଓଦା ମାଟି ପିଣ୍ଡୁଳା କୁ ଗୋଟିଏ କୁମ୍ଭାର କିଛି ଆକୃତି ଦେଇ କିଭଳି ସେ ଗଢ଼ିବ ତା ଉପରେ ନିର୍ଭର କରିଥାଏ । ଯଦି ସୁନ୍ଦର୍ ଦେଖାଗଲା ତେବେ ପ୍ରଶଂସା ହୋଇଥାଏ…