କରୋନା ସ୍ଥିତି ଅନୁଧ୍ୟାନ ପାଇଁ କୋଭିଡ 19 ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପୁରୀ ଗ୍ରସ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୃଦୟସ୍ପର୍ଶୀ ବକ୍ତବ୍ୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗତକାଲି ପୁରୀ ଗ୍ରସ୍ତ କରିଥିଲେ । ଶ୍ରୀ ବାଗଚୀ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଏସପି ଉମାଶଙ୍କର ଦାଶଙ୍କ ସହିତ କରୋନା ମୁକାବିଲା…