କରୋନା ଆଲର୍ଟ: ୭ ଜଣଲୋକ ଏକତ୍ର ହୋଇପାରିବେନି’
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ସର୍ବସାଧାରଣ ସ୍ଥାନରେ ୭ ଜଣ ଲୋକ ଏକତ୍ର ହୋଇପାରିବେ ନାହିଁ। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ଜୟନ୍ତୀ ଓ ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ…