ପ୍ରବାସୀ ଓଡ଼ିଆଙ୍କ ପାଇଁ “ଅପରେସନ୍ ଶୁଭଯାତ୍ରା”
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାକୁ ରାଜ୍ୟସରକାର ଅରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ- ‘ଅପରେସନ୍ ଶୁଭଯାତ୍ରା’। ପ୍ରବାସୀଙ୍କୁ କିଭଳି ଅଣାଯିବ ଓ ଏଠାରେ ନିଜ ପଞ୍ଚାୟତରେ ୧୪ ଦିନ କ୍ୱାରେନଂଟାଇନ୍ ରେ ରଖାଯିବ ସେଥିଲାଗି ରାଜ୍ୟସରକାର…