Browsing Tag

students strick

ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ସମ୍ବଲପୁର ୦୬।୧୧: ରିଆଡମିସନ ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି । ସମ୍ବଲପୁର ଜିଏମ୍ ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି | କଲେଜ ପରିସରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ସହ ଧାରଣାରେ ବସିଛନ୍ତି ।ଖବର ଅନୁଯାୟୀ, ଜିଏମ୍‌ ବିଶ୍ୱବିଦ୍ୟାଳୟରେ ରିଆଡମିସନ ଫି ବୃଦ୍ଧିକୁ ନେଇ ଛାତ୍ର…