ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟିକୁ ନେଇ କଂଗ୍ରେସର ହୀନ ଷଡଯନ୍ତ୍ର ପ୍ରତିବାଦରେ ଆମ୍ବେଦକରଙ୍କ ପ୍ରତିମୂର୍ତି ତଳେ…
ଦେଶର ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଧିଷ୍ଠ ଦଳର ନୁହନ୍ତି, ବରଂ ସମ୍ବିଧାନ ଅନୁଯାୟୀ ଦେଶ ଶାସନ ବ୍ୟବସ୍ଥାର ପ୍ରମୁଖ ଏବଂ ସାମ୍ବିଧାନିକ ଅନୁଷ୍ଠାନ । ତୃଟିପୂର୍ଣ୍ଣ ସୁରକ୍ଷା କାରଣରୁ ଆମେ ଅତୀତରେ ଦେଶର ଦୁଇ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରେଇଛୁ, ତାହା କଂଗ୍ରେସ ଦଳ ଭୁଲି ନଯିବା ଉଚିତ ।…