ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା: ନୟାଗଡରେ ପୋତିଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅପହରଣ-ହତ୍ୟା ମିଷ୍ଟ୍ରୀ। ନାଟକୀୟ ମୋଡ଼ରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି। ଚାନ୍ଦବାଲିରୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ପେଶାରେ ସାମ୍ବାଦିକ ବୋଲି ଜଣାପଡିଛି।…