ଘୁରି ବୁଲୁଛି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳ ବଦଳର ତାଲିକା, ଏହା ପଛରେ କିଏ ?
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୁରି ବୁଲୁଛି ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳର ତାଲିକା । ଏହି ତାଲିକା କିଏ ଏବଂ କାହିଁକି ମାର୍କେଟ କୁ ଛାଡିଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କିଛି ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନ କାଳ ମଧ୍ୟରେ କିଏ…