ମନୀଷ ହତ୍ୟା ମାମଲା: ପ୍ରସନ୍ନ ବେହେରା ବହିଷ୍କୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନୀଷ ହତ୍ୟା ମାମଲାରେ କନେଷ୍ଚେବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ମନୀଷଙ୍କ ହତ୍ୟା ସାଉଥ୍ ସିଟି ହୋଟେଲ୍ର ବିଲ୍ ପେମେଣ୍ଟକୁ ନେଇ ହୋଇଥିଲା । ଏହି ହୋଟେଲ୍ ବେଆଇନ୍ ଭାବେ ଚାଲିଥିଲା । ଏଥିରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭୁବନେଶ୍ୱର…