୧୭ରେ ବିଜେପି ରାଜ୍ୟସଭାପତି ନିର୍ବାଚନ
ଓଡିଶା ଫାଷ୍ଟ (ବ୍ୟୁରୋ) : ଆସନ୍ତା ୧୭ ତାରିଖ ଦିନ ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ । ୧୬ ତାରିଖ ଅପରାହ୍ନ ୩ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ହେବା ପରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଆବଶ୍ୟକ ପଡିଲେ ୧୭ ତାରିଖ ଦିନ ରାଜ୍ୟ ସଭାପତି ନିର୍ବାଚନ ସକାଳ…