ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ପ୍ରକାଶ କରି ପ୍ରଶଂସାର ପାତ୍ର ହେଲେ ମନ୍ତ୍ରୀ ଅରୁଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ୫-ଟି ର ପ୍ରକୃତ ଉପଯୋଗ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ପ୍ରଥମଥର ପାଇଁ ସରକାରୀ ଯୋଜନାର ଫାଇଦା ନେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ସମ୍ୱନ୍ଧରେ ସୂଚନା ଦେଇ ଅନେକ ପ୍ରଶଂସା ସାଉଁଟିଛନ୍ତି ମନ୍ତ୍ରୀ ଅରୁଣ…