ବିନା ଦର୍ଶକରେ ଦିଲ୍ଲୀରେ ଖୋଲିପାରିବ ଷ୍ଟାଡିୟମ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ନୂଆଦିଲ୍ଲୀରେ କରୋନା ମହାମାରୀ କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଜୁଲାଇ ୫ ତାରିଖରୁ ବିନା ଦର୍ଶକରେ ଷ୍ଟାଡିୟମ ଏବଂ କ୍ରୀଡା କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସିନେମା ହଲ୍, ମଲ୍ଟିପ୍ଲେକ୍ସ, ସୁଇମିଂ ପୁଲ୍…