Browsing Tag

srimadhir

ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ପାଇଁ ଦାବି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ପୁରୀ ପୌରାଞ୍ଚଳ ବାସୀଙ୍କୁ ପ୍ରବେଶ ଅନୁମତି ପ୍ରଦାନ ପାଇଁ ଦାବି ଜୋର ଧରିଛି। କରୋନା କଟକଣା ଯୋଗୁଁ କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ ଓ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରୁଥିବା ବେଳେ ପୂର୍ବ ଭଳି ସବୁ ଦ୍ୱାରରେ ପୁରୀବାସୀଙ୍କ…