ଖଣି ପ୍ରସଙ୍ଗରେ ନିରଞ୍ଜନଙ୍କୁ ଶ୍ରୀକାନ୍ତଙ୍କ ଟାର୍ଗେଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯେଉଁ ପ୍ରଦେଶ କଂଗ୍ରେସର ନେତୃତ୍ୱ ଏକଦା ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସଙ୍କ ଭଳି ବ୍ୟକ୍ତିଙ୍କ ହାତରେ ରହିସାରିଛି । ସେହି କଂଗ୍ରେସର ନେତୃତ୍ୱ ଜଣେ ଅଭ୍ୟାସଗତ ଲାଞ୍ଚଦାତା ହାତରେ କିପରି ରହିବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି । ପିସିସି…