ଶ୍ରୀଜିଉଙ୍କୁ ଦର୍ଶନ କଲେ ୫-ଟି ସଚିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । 5ଟି ସଚିବଙ୍କ ସହ ପରିବାର ପୁରୀ ଯାଇ କାଳିଆଙ୍କୁ ଦର୍ଶନ କରିବା ସହ ପରିବାର ଓ ଓଡିଶାବାସୀଙ୍କ ମଂଗଳ କାମନା କରିଥିବା ସାମ୍ବାଦିକ ମାନଙ୍କୁ…