Browsing Tag

sprinter-dutee-chand-finishes-7th-in-womens-200m-heat

ଟୋକିଓରେ ପୁଣି ନିରାଶ କଲେ ଦୂତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣିଥରେ ନିରାଶ କଲେ ଓଡ଼ିଶାର ଆଥଲେଟ୍ ଦୂତି ଚାନ୍ଦ । ୨୦୦ ମିଟରେ ରେସରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତି । ଏହାପୂର୍ବରୁ ସେ ୧୦୦ ମିଟରେ ରେସରେ ବି ସପ୍ତମ ସ୍ଥାନ ହାସଲ କରିଥିଲେ । ସେ ୧୦୦ ମିଟରକୁ ପୂରଣ…