Browsing Tag

Sports

ଫ୍ରେଞ୍ଚ୍ ଓପନ୍ ପୁରସ୍କାର ରାଶି ବୃଦ୍ଧି

ପ୍ୟାରିସ୍ : କ୍ଲେକୋର୍ଟ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଫ୍ରେଞ୍ଚ୍ ଓପନ୍ର ପୁରସ୍କାର ରାଶିରେ ବୃଦ୍ଧି କରାଯାଇଛି । ବୁଧବାର ଆୟୋଜକଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଫଳରେ ଚଳିତ ବର୍ଷର ସିଙ୍ଗଲ୍ସ ଇଭେଣ୍ଟ୍ ବିଜେତା ପ୍ରତ୍ୟେକ ୨.୨ ମିଲିୟନ୍ ୟୁରୋ ପାଇବେ । ଦୁଇବର୍ଷ ଧରି…

ଆଇପିଏଲ୍-୧୫: ଟେବଲ୍ ଟପରେ ଗୁଜରାଟ

ମୁମ୍ବାଇ : ଚଳିତ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣରେ ଗୁରୁବାର ୨୪ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଗୁଜରାଟ ଟାଇଟାନ୍ସ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ଗୁଜରାଟ ୪ ୱିକେଟ୍ରେ ୧୯୨ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ୯ଟି…

ଆଜିଠାରୁ ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍

ଭୁବନେଶ୍ୱର : ଶୁକ୍ରବାରଠାରୁ ଭୁବନେଶ୍ୱରର ୩ଟି ଗ୍ରାଉଣ୍ଡ୍ରେ ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍ (ଏଚ୍ଆଇଡବ୍ଲ୍ୟୁଏଲ୍) । ଆସନ୍ତା ମେ' ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାର ଓଡ଼ିଶା ପୁଲିସ୍ ଓ ସ୍ପୋର୍ଟ୍ସ ଓଡ଼ିଶା ସମେତ ସମୁଦାୟ ୧୨ଟି ଦଳ…

ଏଫ୍ଆଇଏଚ୍ ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ଅନୁଷ୍ଠିତ ହେବ । ହକି ଇଣ୍ଡିଆ ସହଯୋଗରେ ଓଡ଼ିଶା ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ର ଆୟୋଜନ କରିବେ । ଏହି ବିଶ୍ୱକପ୍ ପାଇଁ ଇତିମଧ୍ୟରେ…

ଆଇପିଏଲ୍-୨୨: ଜାଡେଜାଙ୍କୁ ସିଏସକେର ଅଧିନାୟକ ଦାୟିତ୍ୱ

ମୁମ୍ବାଇ : ଦିନକ ପରେ ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ । ଉଦ୍ଘାଟନୀ ମୁକାବିଲାରେ ୪ ଥରର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସକେ) ୨ ଥରର ଚାମ୍ପିଅନ୍ ଟିମ୍ କୋଲ୍କାତା ନାଇଟ୍ ରାଇଡର୍ସକୁ ଭେଟିବ । ତେବେ ଏହି ମୁକାବିଲାର ଅବ୍ୟବହିତ ପୂର୍ବରୁ ସିଏସକେରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି ।…

ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ : ନ୍ୟୁଜିଲାଣ୍ଡ୍ ଓ ସ୍ପେନ୍ ବିପକ୍ଷରୁ ଭାରତର ଅଭିଯାନ

ଭୁବନେଶ୍ୱର : ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ୨୦୨୨-୨୩ରେ ପ୍ରତିଯୋଗିତାର ଚତୁର୍ଥ ସଂସ୍କରଣ ଖେଳାଯିବାକୁ ଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହି କାର୍ଯ୍ୟସୂଚୀ ଅନୁସାରେ, ଭାରତ ନ୍ୟୁଜିଲାଣ୍ଡ୍ ଓ ସ୍ପେନ୍ ବିପକ୍ଷରୁ ତା'ର…

ସିଏସ୍କେର ନୂଆ ଜର୍ସି ଉନ୍ମୋଚିତ

ମୁମ୍ବାଇ: ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇଦିନ ଥିବାବେଳେ ବୁଧବାର ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଆଗାମୀ ଟୁର୍ଣ୍ଣାମେଣ୍ଟ୍ ପାଇଁ ନିଜର ନୂଆ ଜର୍ସି ଉନ୍ମୋଚନ କରିଛି । ସିଏସ୍କେର ନୂଆ ଜର୍ସି ପୂର୍ବପରି ହଳଦିଆ ରଙ୍ଗର ହୋଇଥିବା ବେଳେ…

ସ୍ୱିସ୍ ଓପନ୍: ବିଜୟରୁ ଶ୍ରୀକାନ୍ତଙ୍କ ଅଭିଯାନ

ବାସେଲ୍ : ଏଠାରେ ଆରମ୍ଭ ହୋଇଥିବା ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଶଟ୍ଲର୍ କିଦାମ୍ବୀ ଶ୍ରୀକାନ୍ତ ବିଜୟୀ ଅଭିଯାନ ଆରମ୍ଭ କରିଛନ୍ତି । ବୁଧବାର ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ସପ୍ତମ ସିଡ୍ ଶ୍ରୀକାନ୍ତ ସିଧା ଗେମ୍ରେ ମ୍ୟାଡ୍ସ କ୍ରିଷ୍ଟୋଫରସେନ୍ଙ୍କୁ…

୨୫% ଦର୍ଶକଙ୍କୁ ନେଇ ଆଇପିଏଲ୍ ଖେଳାଯିବ

ମୁମ୍ବଇ: ମାର୍ଚ୍ଚ ୨୬ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ଶ ସଂସ୍କରଣ ଆରମ୍ଭ। ଏହିଦିନ ମୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଗତବର୍ଷର ଚମ୍ପିଆନ୍ ଚେନ୍ନଇ ସୁପର କିଙ୍ଗ୍ସ ଓ କଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। କୋଭିଡ୍ ସଂକ୍ରମଣ ଯୋଗୁଁ ୨୦୨୨ ଆଇପିଏଲ୍ର…

ଫାଇନାଲରେ ଖେଳିବେ ଲକ୍ଷ୍ୟ ସେନ୍

ବର୍ମିଂହାମ୍: ଅଲ ଇଂଲଣ୍ଡ ଓପନ୍ ୨୦୨୨ର ଫାଇନାଲରେ ଖେଳିବେ ଲକ୍ଷ୍ୟ ସେନ୍ । ସେ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଲି ଜି ଜିଆଙ୍କୁ ପରାସ୍ତ କରି ୫ମ ଭରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି । ଗତ ୨୧ ବର୍ଷ ମଧ୍ୟରେ ଅଲ ଇଂଲଣ୍ଡ ଓପନରେ କୌଣସି ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ୍ ଖେଳାଳି…