Browsing Tag

Sport

ଅଣ୍ଡର-୧୯ ବିଶ୍ୱକପରେ କରୋନା ଆତଙ୍କ : ୯ ଖେଳାଳି ପଜିଟିଭ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅଣ୍ଡର-୧୯ ବିଶ୍ୱକପରେ ପଶିଲା କରୋନା । କାନାଡ ଦଳର ୯ଜଣ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ବିଶ୍ୱକପର ୨ଟି ମ୍ୟାଚକୁ ବାତିଲ କରାଯାଇଛି। ପ୍ରକାଶ ଯେ, କାନାଡା ଓ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍ ରବ୍ଦ କରାଯାଇଛି। ସେହିପରି ୟୁଗାଣ୍ଡା ଓ ପପୁଅ ନ୍ୟୁଗିନି…