ଆକ୍ସନ ମୋଡରେ ଟ୍ରାଫିକ ପୋଲିସ, ପାର୍ବଣ ବେଳେ ସ୍ପେଶାଲ ଡ୍ରାଇଭ୍, ଦୁଇ ଦିନରେ ଧରାପଡିଲେ ୨୨୦
ଭୁବନେଶ୍ୱର(ଓଡିଶା ଫାଷ୍ଟ ବ୍ୟୁରୋ):ଆକ୍ସନ ମୋଡରେ ଟ୍ରାଫିକ ଏନଫୋର୍ସମେଣ୍ଟ ଟିିମ୍ । ପାର୍ବଣ ବେଳେ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରିଛି ପୋଲିସ । ଗତ ଦୁଇ ଦିନ ମଧ୍ୟରେ ମୋଟ ୨୨୦ ଜଣ ଧରା ପଡିଛନ୍ତି।
ସୂଚନା ଅନୁସାରେ, ରଙ୍ଗ ସାଇଡ ଡ୍ରାଇଭିଂ ପାଇଁ ୨୦୧ ଜଣ, ମଡି ଫାଏଡ ସାଇଲେନ୍ସର ପାଇଁ ୧୩…