Browsing Tag

Speaker Omm Birla

ଶୀତକାଳୀନ ଅଧିବେଶନ ନୂଆ ସଂସଦ ଭବନରେ ହେବ

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶୀତକାଳୀନ ଅଧିବେଶ ନୂଆ ସଂସଦରେ ହେବ ବୋଲି ରବିବାର ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ‘ନୂଆ ସଂସଦ ଭୁବନରେ ଶୀତକାଳୀନ ଅଧିବେଶନ ଆରମ୍ଭ କରିବାକୁ ଆମେ ଜୋର୍‌ସୋର୍‌ରେ ଉଦ୍ୟମ ଜାରି ରଖିଛୁ। ଏହି ବିଲ୍ଡିଂ ଆତ୍ମନିର୍ଭର ଭାରତର ଛବିକୁ…