ଉଦାରତାକୁ ନେଇ ରାଜନୀତି: ଉଦ୍ଧବ ଠାକରେଙ୍କୁ ଭେଟିଲେ ସୋନୁ ସୁଦ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ଦେଶରେ ଚର୍ଚ୍ଚାରେ ଥିବା ସୋନୁ ସୁଦଙ୍କୁ ନେଇ ବର୍ତ୍ତମାନ ରାଜନୀତି ଆରମ୍ଭ ହେବାକୁ ଲାଗିଲାଣି । ବିଭିନ୍ନ ରାଜ୍ୟରେ ଫସି ରହିଥିବା ଗରିବ ପ୍ରବାସୀ ଶ୍ରମିକମାନଙ୍କୁ ଉଦ୍ଧାର କରି ନିଜନିଜ ରାଜ୍ୟକୁ ପଠାଇବାପରେ ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଯାଇଥିବା…