ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଲେ ସୋନାଲି ସାହୁ
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେବାର କିଛି ସମୟ ପରେ କଂଗ୍ରେସରେ ମିଶିଛନ୍ତି ମହିଳା ନେତ୍ରୀ ସୋନାଲି ସାହୁ। ଆଜି ଅପରାହ୍ନରେ ସେ କଂଗ୍ରେସରେ ଯୋଗଦେଇଛନ୍ତି। ପିପିସି ସଭାପତି ଶରତ ପଟ୍ଟନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି।
ମାଳ ମାଳ ଅଭିଯୋଗ ଆଣି ବିଜେପି…