ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା ଏବେ ଅଡୁଆ ସୂତା, ବୋହୂ ଉପରେ ସନ୍ଦେହ କଲେ ଶ୍ବଶୁର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିଆଁରେ ପୋଡି ହୋଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ । ବୋହୂ ଉପରେ ସନ୍ଦେହ କଲେ ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ପରିବାର ଲୋକ । ପୁଅକୁ ନିର୍ଯାତନା ଦେଉଥିଲେ ବୋହୂ । ଘଟଣା ଦିନ ପୁଅ ପାଖରେ ବୋହୂ ଘରେ…