ଅକାଳ ମୃତ୍ୟୁ ପୂର୍ବ ଲକ୍ଷଣର ଖୁଲାସା କଲେ ବୈଜ୍ଞାନିକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୈଜ୍ଞାନିକମାନେ ଅକାଳ ମୃତ୍ୟୁ ପୂର୍ବରୁ ଦେଖାଯାଉଥିବା ଲକ୍ଷଣକୁ ଚିହ୍ନଟ କରିଛି । ଯେଉଁ ଲକ୍ଷଣରୁ ଆପଣଙ୍କ ଅକାଳ ମୃତ୍ୟୁ ହୋଇପାରେ ବୋଲି ଜଣାପଡିବ । ଜର୍ଣ୍ଣାଲ ଅଫ୍ ଗ୍ରୋଣ୍ଟୋଲୋଜିରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁସାରେ, ୬୦ ବର୍ଷ ବା ଏଥିରୁ ଅଧିକ ବୟସର…