କଟକ ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା, ବିଜୟ ଶଙ୍କରଙ୍କ ବୟସକୁ ନେଇ ଆଣିଲେ ଅଭିଯୋଗ
କଟକ ସବରେଜିଷ୍ଟ୍ରାର ଅଫିସରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା। ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କରିଛନ୍ତି । ଗତକାଲି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା । କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ବିଜୟ ଶଙ୍କର କରିଥିବା ବିବାହ ଆବେଦନ ଉପରେ ରହିତାଦେଶ…