Browsing Tag

social distance for corona

ଗୋଟିଏ ମିଟର ଦୂରରେ ଛିଡ଼ା ହେବାକୁ ଗ୍ରାହକମାନଙ୍କୁ ଦୋକାନୀ ଶିଖାଉଛନ୍ତି ସାମାଜିକ ଦୂରତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ମଧ୍ୟରାତ୍ରୀରୁ ସମଗ୍ର ଦେଶରେ ଲକଡାଉନ୍ ଘୋଷଣା ହେବା ଲୋକମାନେ ଦୋକାନରେ ଗହଳି ଲଗାଇଛନ୍ତି । ଗହଳି ନିୟନ୍ତ୍ରଣ କରିବାକୁ କେତେକ ଦୋକାନୀ ଗ୍ରାହକମାନଙ୍କୁ ପରସ୍ପରଠାରୁ ଦୂରେଇ ଠିଆହେବା, ମାସ୍କ୍ ପିନ୍ଧି ଧାଡ଼ି ବାନ୍ଧିବା ଏବଂ ସାନିଟାଇଜର୍ ବ୍ୟବହାର…