ସୋଆରେ ବିଶାଳ ରକ୍ତଦାନ ସପ୍ତାହ ଉଦଘାଟିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ଏନଏସଏସ ବ୍ୟୁରୋ ଓ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମିଳିତ ଆନୁକୁଲ୍ୟରେ ଶନିବାର ଏକ ସପ୍ତାହବ୍ୟାପି ବିଶାଳ ରକ୍ତଦାନ ସପ୍ତାହ ସମ୍ ହସ୍ପିଟାଲରେ ଉଦ୍ଘାଟିତ ହୋଇଯାଇଛି ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର…