Browsing Tag

SOA Agri Confluence 2022

ଶିକ୍ଷିତ ଯୁବପିଢ଼ି କୃଷି କାର୍ଯ୍ୟରେ ମନୋନିବେଶ କଲେ ହିଁ ସମାଜରେ କୃଷକଙ୍କର ସମ୍ମାନ ବଢ଼ିବ: କୃଷି ମନ୍ତ୍ରୀ

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତମାନ ସମୟରେ କୃଷି କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଥିବା ବେଳେ ଶିକ୍ଷିତ ଯୁବପିଢ଼ି ଚାଷ କାର୍ଯ୍ୟରେ ମନୋନିବେଶ କରିବା ସହ ଏ କ୍ଷେତ୍ରରେ ସେମାନଙ୍କର ଅବଦାନ ରହିଲେ ହିଁ ସମାଜରେ କୃଷକଙ୍କର ସାମାଜିକ ମୂଲ୍ୟବୋଧ ଓ ସମ୍ମାନ ବଢ଼ିବ…