ଏଣିକି ଡ୍ରାଇଭିଂ ଟେଷ୍ଟ ବିନା ମିଳିବ ଲାଇସେନ୍ସ, ଏଭଳି ଉଠାନ୍ତୁ ଏହାର ଲାଭ
ଡ୍ରାଇଭରମାନଙ୍କୁ କେନ୍ଦ୍ର ସରକାର ଏକ ଖୁସି ଖବର ଦେଇଛନ୍ତି। ବର୍ତ୍ତମାନଠାରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ସହଜ ହେବା ପାଇଁ ନିୟମରେ ସଂଶୋଧନ କରାଯାଇଛି। ଡ୍ରାଇଭରମାନଙ୍କୁ ଆଉ ବାରମ୍ବାର ଆରଟିଓ ଅଫିସ ଯିବାକୁ ପଡିବନି। କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ଏହି…