ପୁଅକୁ ବଞ୍ଚାଇବାକୁ ଯାଇ ସାପ ଚୋଟରେ ଆଖି ବୁଝିଲା ମା’
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜଣେ ମାଆ ନିଜ ପୁଅକୁ ବିପଦରୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲାଗାଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ ଗ୍ରାମରେ ।
ସୂଚନା ଥାଉକି, ଦଶରଥପୁର ବ୍ଲକ ରାହାସୋଇ ଗ୍ରାମ…