ମହିଳା ଉଦ୍ୟମୀମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି : ସ୍ମୃତି ଇରାନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନେ ମସ୍କ ରପ୍ତାନି ହେଉନଥିଲା, ଏବେ ମାସ୍କ ରପ୍ତାନୀ ଆରମ୍ଭ ହୋଇଗଲାଣି । କେନ୍ଦ୍ରମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ ସ୍ମୃତି ଇରାନୀ କହିଛନ୍ତି, ମହିଳା ଉଦ୍ୟମୀମାନଙ୍କ ଦ୍ୱାରା ମାସ୍କ ତିଆରି କରାଯିବା ଫଳରେ ଆଜି ଏହି ମାସ୍କ ବିଦେଶରେ ବିକ୍ରି ହେଉଛି। ବିଜେପି…