ପୁରୀ ଠାରୁ ୭୦ କିଲୋମିଟର ଦୂରରେ ଜୱାଦ, ସୋମବାର ସ୍ୱାଭାବିକ ହେବ ସ୍ଥିତି
ଦୁର୍ବଳ ହେବାରେ ଲାଗିଛି ଜୱାଦ୍ । ଆଉ କିଛି ସମୟ ପରେ ଗଭୀର ଅବପାତ ଅବପାତରେ ପରିଣତ ହେବ । ପୁରୀ ଉପକୂଳ ଦେଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ମୋଟାମୋଟି ଭାବେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଆଡ଼କୁ ଗତି କରିବ ଜୱାଦ । ଘଣ୍ଟାକୁ ୧୮ କିଲୋମିଟର ବେଗରେ ବର୍ତ୍ତମାନ ଗତି କରୁଛି ବାତ୍ୟା…