ସିପାହି ବିଦ୍ରୋହ: ୨୮୨ ସହିଦ ସୈନ୍ୟଙ୍କ କଙ୍କାଳ ଉଦ୍ଧାର
ଚଣ୍ଡିଗଡ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ୧୮୫୭ରେ ହୋଇଥିବା ଏହି ଯୁଦ୍ଧରେ ସହିଦ ସୈନ୍ୟଙ୍କ ମଧ୍ୟରୁ ୨୮୨ ଜଣଙ୍କ କଙ୍କାଳ ପଞ୍ଜାବର ଅମୃତସରରୁ ପ୍ରତ୍ନତାତ୍ତ୍ବିକ ଖନନ ସମୟରେ ଉଦ୍ଧାର କରାଯାଇଛି। ପଞ୍ଜାବ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଜେଏସ୍ ସେରାୱତ କହିଛନ୍ତି ଯେ ସିପାହୀ ବିଦ୍ରୋହ…