କୋଭିଡ ଗାଇଡ ଲାଇନ ଉଲ୍ଲଘଂନ: ଅଧାରୁ ବନ୍ଧ ହେଲା ଶିଶିର ସରସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବନ୍ଦ ହେଲା ଶିଶିର ସରସ । କୋଭିଡ ଗାଇଡ ଲାଇନ ଉଲ୍ଲଘଂନ ହେବାରୁ ଶନିବାର ସନ୍ଧ୍ୟାରେ ହଠାତ ଶିଶିର ସରସ ମେଳାକୁ ବନ୍ଦ କରି ଦିଆଯାଇଛି । ତରବରିଆ ଭାବେ ମେଳାକୁ ବନ୍ଦ କରିବା ଫଳରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ ନିରାଶ ହୋଇଛନ୍ତି । ଶିତୁଆ ସନ୍ଧ୍ୟାର…