ପ୍ରିସଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀଙ୍କୁ ମିଳିଲା ଜାମିନ
୨୦୦୩ ବେଆଇନ୍ ମାନବ ଚାଲାଣ ମାମଲାରେ ଜାମିନ ପାଇଛନ୍ତି ପ୍ରିସଦ୍ଧ ପଞ୍ଜାବୀ ଗାୟକ ଦଲେର ମେହେନ୍ଦୀ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଗୁରୁବାର ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଗତ ଜୁଲାଇ ୨୩ରେ ଦଲେର ମେହେନ୍ଦୀଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ତାଙ୍କୁ ପଟିଆଲା ଜେଲରେ…