ବର୍ଷାରେ ବେହାଲ ସିଲଭର ସିଟି: ହୋଇପାରୁନି ଜଳ ନିଷ୍କାସନ, ସାରା ସହର ଜଳାର୍ଣ୍ଣବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲଘୁଚାପ ବର୍ଷାରେ ବେହାଲ ହୋଇପଡିଛି ସିଲଭର ସିଟି । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ପାଣିରେ ବୁଡିଯାଇଛି ସାରା ସହର । ରାସ୍ତା ଘାଟ କଥା ନକହିବା ଭଳ । ଦୁଇ ଅସରା ଵର୍ଷା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ପୁରା ସହରରୁ ନିଷ୍କାସନ ହୋଇପାରୁନି ବର୍ଷାଜଳ ।…