ଶ୍ରୀମନ୍ଦିରର ତିନି ଦ୍ୱାର ରୂପା ଛାଉଣୀ ପ୍ରକ୍ରିୟା ଆରମ୍ଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରର ତିନି ଦ୍ୱାର ରୂପା ଛାଉଣୀ ପ୍ରକ୍ରିୟା । ମୁମ୍ବାଇରୁ ଏକ ୫ ଜଣିଆ ବିଶେଷଜ୍ଞ ଦଳ ପୁରୀ ଆସିବା ସହ ମନ୍ଦିରର ଦ୍ୱାରଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ମୁମ୍ବାଇ ଏହି ୫ ଜଣିଆ ବିଶେଷଜ୍ଞ ଦଳ ଦ୍ୱାର ଗୁଡିକ ମାପିଥିବା…