Browsing Tag

sidhu

ଚନ୍ନୀ ସରକାରଙ୍କ ଉପରେ ବର୍ଷିଲେ ସିଦ୍ଧୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ସାରିଥିବା ନବଜୋତ ସିଂହ ସିଦ୍ଧୁ ରାଜ୍ୟର ନୂତନ ଚନ୍ନୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥର ମଧ୍ୟ ସିଦ୍ଧୁ ଡିଜିପି ଇଲବାଲପ୍ରୀତ ସହୋତା ଓ ଆଡଭୋକେଟ୍ ଜେନେରାଲ(ଏଜି) ଏପିଏସ ଦେଓଲଙ୍କ ଉପରେ ଖୁବ୍ ବର୍ଷିଛନ୍ତି।…