Browsing Tag

siba

ଶିବ ମନ୍ଦିର ଚୂଡାରେ ପତାକା ବଦଳାଇବା ବେଳେ ଅଘଟଣ, ଖସି ପଡି ସେବାୟତ ମୃତ

ମନ୍ଦିରରେ ଅଘଟଣ । ଚୂଡା ଉପରୁ ଖସି ପଡି ଜୀବନ ହାରିଲେ ସେବାୟତ । କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀ କୂଳରେ ଥିବା ପରମେଶ୍ୱର ଶିବ ମନ୍ଦିର ଉପରୁ ଖସିପଡି ମନ୍ଦିରର ବରିଷ୍ଠ ସେବାୟତଙ୍କ ମୃତ୍ୟୁ ଘଟିଛି । ମୃତ ସେବାୟତ ହେଲେ କେନ୍ଦୁଝର ସଦର ବ୍ଲକ ଭୁଦବାହାଳି ଗ୍ରାମର ସନ୍ତୋଷ ମହାନ୍ତ ।ସେ…