ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ପିନାକୀ-ସମ୍ବିତ୍ ମୁହାଁମୁହିଁ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜିପିଆର୍ଏସ୍ ସର୍ଭେ ନକରାଯାଇ ପୁରୀରେ ଖନନ ପ୍ରକ୍ରିୟା ହୋଇଥିବାର ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସେଠାରେ ଜିପିଆର୍ଏସ୍ ସର୍ଭେ କରାଯାଇଥିଲା । ରାଜ୍ୟ ସରକାର ହାଇକୋର୍ଟଙ୍କ ଆଗରେ ଏନେଇ ସତ୍ୟପାଠ ଦାଖଲ କରିବେ। ଯେଉଁମାନେ ପରିକ୍ରମା ପ୍ରକଳ୍ପ କାମରେ…