ପୁଣି ଶ୍ରୀମନ୍ଦିରରେ ପ୍ରବଳ ଭିଡ, ଅଚେତ ହେଲେ ଭକ୍ତ
ପୁଣି ଶ୍ରୀମନ୍ଦିର ଆଗରେ ପ୍ରବଳ ଭିଡ ଭିତରେ ଅଚେତ ହେଲେ ଜଣେ ଭକ୍ତ । ରାଜସ୍ଥାନ ଯୋଧପୁରରୁ ମହାପ୍ରଭୁଙ୍କ ଭକ୍ତ ଜଣଙ୍କ ଦର୍ଶନ ପାଇଁ ଆସିଥିବାବେଳେ ଅଚେତ୍ ହୋଇପଡିଥିବା ଜଣାପଡିଛି । ବ୍ୟାରିକେଡରେ ଦର୍ଶନ ପାଇଁ ଠିଆ ହୋଇଥିବାବେଳେ ହଠାତ୍ ତଳେ ପଡି ବେହୋସ୍ ହୋଇଯାଇଥିଲେ ଭକ୍ତ । ଶ୍ରୀଜିଉଙ୍କ…