ଶ୍ରାବଣ ମାସରେ ରାଶି ଅନୁସାରେ ଏହି ଉପାୟରେ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ
ଶିବ ଭକ୍ତ ମାନଙ୍କ ପାଇଁ ଏହା ହେଉଛି ବର୍ଷର ସବୁଠୁ ପବିତ୍ର ମାସ । ତେଣୁ କରି ଏହି ମାସରେ ଭଗବାନ ଶିବଙ୍କ ଉପାସନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ମହାଦେବଙ୍କ ଉପାସନାର ଏକ ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ ରହିଛିକି ଯଦି ରାଶି…