Browsing Tag

Shraban masa

ଶ୍ରାବଣ ମାସରେ ମରିଗଲେ ବି ଏହି ୫ ଟି କାମ ଭୁଲରେ ମଧ୍ୟ କରିବେ ନାହିଁ, ଭଗବାନ ଶିବ ହୁଅନ୍ତି କ୍ରୋଧିତ

ପବିତ୍ର ଶ୍ରାବଣ ମାସ ଭାଗବାନ ଶିବଙ୍କୁ ସମର୍ପିତ ଅଟେ । ଶିବ ଭକ୍ତମାନେ ବଡ ଆଗ୍ରହର ସହ ଏହି ମାସର ଅପେକ୍ଷା କରୁଥାନ୍ତି । ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୨୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ସରିବ ଓ ଏଥର ଶ୍ରାବଣ ମାସରେ ସମୁଦାୟ ଚାରୋଟି ସୋମବାର ପଡୁଛି ।ଶିବ ଭକ୍ତ ମାନେ ଏହି ମାସ…