ମହାଶିବରାତ୍ରୀରେ ଏହି ୫ ରାଶିଙ୍କର ଚମକିବ ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ର ମୁତାବକ, ମକର ରାଶିର ଦ୍ୱାଦଶ ଘରେ ପଞ୍ଚଗ୍ରହୀ ଯୋଗ ସୃଷ୍ଟି ହେବ। ଏହି ଦିନ ମକର ରାଶିରେ ମଙ୍ଗଳ ଏବଂ ଶନି ସହିତ ଶୁକ୍ର, ବୁଧ ଏବଂ ଚନ୍ଦ୍ର ମଧ୍ୟ ରହିବେ। ଏଥି ସହିତ ସୂର୍ଯ୍ୟ ଏବଂ ଗୁରୁର ମଧ୍ୟ ସଂଯୋଗ ରହିବ। ସେହିପରି ବୃଷ ରାଶିର ଚତୁର୍ଥ ଘରେ ରାହୁ ରହିବେ, ଯେତେବେଳେ କି,…