ପୁରୀ ବେଳାଭୂମି ବାଲିରୁ ମିଳିଲା ଶିବ ଲିଙ୍ଗ
ପୁରୀ ବେଳାଭୂମିରେ ଭାସୁଛି ଶିବ ଲିଙ୍ଗ। ଲାଇଟହାଉସ ନିକଟରେ ଏହି ଶିବ ଲିଙ୍ଗ ଦେଖିବାକୁ ମିଳିଛି। ବାସେଳୀ ସାହିର ରାକେଶ ସାହୁ, କାହ୍ନା ମହାନ୍ତି ଏବଂ ତାଙ୍କ ସାଙ୍ଗ ମାନେ ଗତକାଲି ସମୁଦ୍ର ବେଳାଭୂମିରେ ବସିଥିଲେ। ହଠାତ ଏକ କଳା ରଙ୍ଗ କିଛି ଦେଖାଯିବାରୁ କୌତୁହଳ ବଶତଃ ବାଲି ଖୋଳିବା ବେଳେ…