Browsing Tag

Shiv Sena (UBT) leader killed during FB live

ଫେସବୁକ ଲାଇଭ୍ ବେଳେ ଶିବସେନା ନେତାଙ୍କୁ ଗୁଳିମାଡ଼

ଫେସବୁକ ଲାଇଭ୍ ବେଳେ ହେଲା ଗୁଳିମାଡ଼। ପ୍ରାଣ ହରାଇଲେ ଶିବସେନା ୟୁବିଟି ନେତା ଅଭିଷେକ ଘୋସାଲକର। ମୁମ୍ବାଇ ବୋରିଭାଲି ୱେଷ୍ଟର ଆଇସି କଲୋନୀରେ ଏହି ଗୁଳିମାଡ଼ ହୋଇଛି। ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ଯୁବନେତା ଅଭିଷେକ ଜଣେ ପୂର୍ବତନ କର୍ପୋରେଟର। ସେ ଜଣେ ବ୍ୟବସାୟୀ ମୋରିସ୍ ନୋରହ୍ନାଙ୍କ ଘରେ…